Aks
このルーレットの内容(21 項目)
- ‘ ଶ୍ୟାମଘନ ’ ବୋଲି କିଏ , କାହାକୁ ସମ୍ବୋଧନ କରିଛନ୍ତି
- ‘ ଜୀବନ ’ ବିନା ‘ ଝଷ’ର କ’ଣ ହୁଏ ?
- ରାଜାଙ୍କ ବିନା ରାଜ୍ୟର ଅବସ୍ଥା କ’ଣ ହୁଏ ?
- କୃଷ୍ଣଙ୍କ ଅନୁପସ୍ଥିତିରେ ନିଜର ଜୀବନ କାହାଭଳି ହେବ ବୋଲି ଯଶୋଦା ଆଶଙ୍କା କରିଛନ୍ତି ?
- କୃଷ୍ଣ ତାଙ୍କ ପିତାଙ୍କୁ କ’ଣ ମାଗନ୍ତି ?
- ଯଶୋଦା କୃଷ୍ଣଙ୍କ ଶରୀରରେ କ’ଣ ଲେପନ କରୁଥିଲେ ?
- ଯଶୋଦା କୃଷ୍ଣଙ୍କ ମସ୍ତକକୁ କିପରି ବେଶ କରୁଥିଲେ ?
- କୃଷ୍ଣଙ୍କ କାନରେ କ’ଣ ଶୋଭାପାଏ ?
- କୃଷ୍ଣ ବନକୁ ଗଲେ ଯଶୋଦାଙ୍କ ମନରେ କି ଅନୁଭୂତି ସୃଷ୍ଟି ହୁଏ ?
- କୃଷ୍ଣଙ୍କ ଅନୁପସ୍ଥିତିରେ ଯଶୋଦା କ’ଣ କରିବେ ବୋଲି କହିଛନ୍ତି ?
- ଯଶୋଦା କୃଷ୍ଣଙ୍କୁ କ’ଣ କ’ଣ ଖାଇବାକୁ ଦିଅନ୍ତି ?
- କୃଷ୍ଣଙ୍କୁ ସୁସ୍ୱାଦୁ ଖାଦ୍ୟ ରୁଚେ ନାହିଁ ବୋଲି କବିତାର ଯେଉଁ ପଂକ୍ତିରୁ ଜଣାପଡୁଛି ତାହା ଲେଖ ।
- କୃଷ୍ଣ ରାଗିଗଲେ କ’ଣ କରୁଥିଲେ ?
- କୃଷ୍ଣ ଡରିଗଲେ କ’ଣ କରୁଥିଲେ ?
- କୃଷ୍ଣ କାହାକୁ ଦେଖୁ ଭୟ କରୁଥିଲେ ?
- କୃଷ୍ଣ ମଥୁରାରେ କ’ଣ ଶୁଣି ଅଧିକ ଭୟଭୀତ ହୋଇ ପଡ଼ିବେ ବୋଲି ଯଶୋଦା ଆଶଙ୍କା ପ୍ରକାଶ କରିଛନ୍ତି ?
- କୃଷ୍ଣ ଉଚ୍ଚ ପାହାଚ ଉଠିପାରନ୍ତି ନାହିଁ ବୋଲି ଯଶୋଦା କାହିଁକି କହିଛନ୍ତି ?
- କାନ୍ଥରେ ଭୟଙ୍କର ମୂର୍ତ୍ତିର ଚିତ୍ର ଦେଖ୍ କୃଷ୍ଣ କ’ଣ କରୁଥିଲେ ?
- କୃଷ୍ଣ କ୍ଲାନ୍ତ ହୋଇ କେଉଁଠି ଶୋଇଯାଉଥିଲେ ?
- କୃଷ୍ଣ ଶୋଇଥିଲା ବେଳେ କାହିଁକି ଚମକି ଉଠୁଥିଲେ ବୋଲି ଯଶୋଦା କହିଛନ୍ତି ?
- କୃଷ୍ଣ ଚମକି ପଡ଼ି କ’ଣ କରୁଥିଲେ ?